Advertisment

‘ ଗାଁ ସହ ଗୀତର ସଂପର୍କ’

ଗୀତ ଗାଇ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପଦ୍ମପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଗୀତ ସହ ଗାଁ ଲୋକଙ୍କର ସମ୍ପର୍କ ରହିଛି। ମୁଁ ଗୀତ ଗାଇ ଲୋକଙ୍କ ସମ୍ପର୍କରେ ରହିଛି ବୋଲି କହିଛନ୍ତିି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ।

author-image
Debendra Prusty
‘ ଗାଁ ସହ ଗୀତର ସଂପର୍କ’

purohit

ଗୀତ ଗାଇ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପଦ୍ମପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଗୀତ ସହ ଗାଁ ଲୋକଙ୍କର ସମ୍ପର୍କ ରହିଛି। ମୁଁ ଗୀତ ଗାଇ ଲୋକଙ୍କ ସମ୍ପର୍କରେ ରହିଛି ବୋଲି କହିଛନ୍ତିି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ।

Advertisment

Political Song Padmapur By Poll Pradip Purohit