Advertisment

‘ ଗାଁ ସହ ଗୀତର ସଂପର୍କ’

ଗୀତ ଗାଇ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପଦ୍ମପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଗୀତ ସହ ଗାଁ ଲୋକଙ୍କର ସମ୍ପର୍କ ରହିଛି। ମୁଁ ଗୀତ ଗାଇ ଲୋକଙ୍କ ସମ୍ପର୍କରେ ରହିଛି ବୋଲି କହିଛନ୍ତିି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ।

‘ ଗାଁ ସହ ଗୀତର ସଂପର୍କ’

purohit

Advertisment

ଗୀତ ଗାଇ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପଦ୍ମପୁର ଉପନିର୍ବାଚନର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଗୀତ ସହ ଗାଁ ଲୋକଙ୍କର ସମ୍ପର୍କ ରହିଛି। ମୁଁ ଗୀତ ଗାଇ ଲୋକଙ୍କ ସମ୍ପର୍କରେ ରହିଛି ବୋଲି କହିଛନ୍ତିି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ।

Advertisment

Pradip Purohit Padmapur By Poll Political Song
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe