Advertisment

‘ସରକାରୀ ସଭାରେ ବିଜେଡିର ଗୁଣ ଗାନ ଠିକ୍‌ ନୁହଁ’

”ବାଲିଯାତ୍ରାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବିଜେଡିର ଗୁଣଗାନ କରିବା କେତେ ଦୂର ଠିକ୍‌? ଜିଲ୍ଲପାଳ କାର୍ଯ୍ୟକ୍ରମ ଦାୟିତ୍ୱରେ ଥାଇ ବି ଏମିତି କେମିତି ହେଲା? ଯିଏ ଦୋଷ କରିଛି ସେ ଭୁଲ ମାଗୁ”। ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।

author-image
Debendra Prusty
‘ସରକାରୀ ସଭାରେ ବିଜେଡିର ଗୁଣ ଗାନ ଠିକ୍‌ ନୁହଁ’

moqim

''ବାଲିଯାତ୍ରାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବିଜେଡିର ଗୁଣଗାନ କରିବା କେତେ ଦୂର ଠିକ୍‌? ଜିଲ୍ଲପାଳ କାର୍ଯ୍ୟକ୍ରମ ଦାୟିତ୍ୱରେ ଥାଇ ବି ଏମିତି କେମିତି ହେଲା? ଯିଏ ଦୋଷ କରିଛି ସେ ଭୁଲ ମାଗୁ''। ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।

Advertisment

Naveen Patnaik BjD Odisha Govt Moqim