Advertisment

ପ୍ୟାଲେସରେ ପ୍ରଜାକୋର୍ଟ, ବାହାରେ ସିଂହ ଲଢ଼େଇ

ଚାଲିଛି ଦୋଷ ଲଦାଲଦି, ସିଂହଦେଓ ବନାମ ନରସିଂହ। ପ୍ୟାଲେସରେ ପ୍ରଜାକୋର୍ଟ, ବାହାରେ ସିଂହ ଲଢ଼େଇ। ଗୋଡ଼ ଧରି ଗୁହାରି କଲେ ଲୋକେ, କହିଲେ, ଉଚ୍ଛେଦ ପ୍ରକ୍ରିୟା ବନ୍ଦକର। ନରସିଂହ ମିଶ୍ରଙ୍କୁ ତେରଚ୍ଛା ବାଣ ମାରିଲେ କଳିକେଶ ସିଂହଦେଓ। ଲୋକେ କହିଲେ, ଭୋଟ ଦେବା ପରେ ଆମ କଥା ବୁଝୁଛି କିଏ?

author-image
Debendra Prusty
ପ୍ୟାଲେସରେ ପ୍ରଜାକୋର୍ଟ, ବାହାରେ ସିଂହ ଲଢ଼େଇ

balangir

ଚାଲିଛି ଦୋଷ ଲଦାଲଦି, ସିଂହଦେଓ ବନାମ ନରସିଂହ। ପ୍ୟାଲେସରେ ପ୍ରଜାକୋର୍ଟ, ବାହାରେ ସିଂହ ଲଢ଼େଇ। ଗୋଡ଼ ଧରି ଗୁହାରି କଲେ ଲୋକେ, କହିଲେ, ଉଚ୍ଛେଦ ପ୍ରକ୍ରିୟା ବନ୍ଦକର। ନରସିଂହ ମିଶ୍ରଙ୍କୁ ତେରଚ୍ଛା ବାଣ ମାରିଲେ କଳିକେଶ ସିଂହଦେଓ। ଲୋକେ କହିଲେ, ଭୋଟ ଦେବା ପରେ ଆମ କଥା ବୁଝୁଛି କିଏ?

Advertisment

Narasingh Mishra Kalikesh Singhdeo Balangir Palace