Advertisment

ମାଟିରେ ମିଶିଗଲା ବିଧାୟକଙ୍କ Range Rover

ସାମାଧି ନେଲା ବିଧାୟକଙ୍କ ଦାମୀ କାର। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚଢ଼ୁଥିଲେ ରେଞ୍ଜ ରୋଭର ଭଳି ଦାମୀ କାର । ଏ ହେଉଛି ସେହି ରେଞ୍ଜ ରୋଭର ଗାଡି, ସାଧାରଣ ଲୋକଙ୍କୁ ରକ୍ତାକ୍ତ କରି ଦେଲା। ଯେଉଁ ଗାଡିର ଦାମ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହେବ।

author-image
Pujarani Nayak
ମାଟିରେ ମିଶିଗଲା ବିଧାୟକଙ୍କ Range Rover

page

ସାମାଧି ନେଲା ବିଧାୟକଙ୍କ ଦାମୀ କାର। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚଢ଼ୁଥିଲେ ରେଞ୍ଜ ରୋଭର ଭଳି ଦାମୀ କାର । ଏ ହେଉଛି ସେହି ରେଞ୍ଜ ରୋଭର ଗାଡି, ସାଧାରଣ ଲୋକଙ୍କୁ ରକ୍ତାକ୍ତ କରି ଦେଲା। ଯେଉଁ ଗାଡିର ଦାମ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହେବ।

Advertisment

Odisha Reporter