Advertisment

‘ସ୍କୁଲ ଆସି ପୁରୁଣା ସ୍ମୃତି ମନେ ପକାଇବେ ରାଷ୍ଟ୍ରପତି’

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ୟୁନିଟ-୨ ବାଳିକା ବିଦ୍ୟାଳୟ ଯିବାର ବ୍ୟବସ୍ଥା କରାଯାଇଛି। ଯେଉଁ ସ୍କୁଲରେ ଦିନେ ପାଠ ପଢ଼ିଥିଲେ ସେହି ସ୍କୁଲକୁ ପରିଦର୍ଶନ କରିବେ ରାଷ୍ଟ୍ରପତି। ସେହି ନେଇ ସ୍କୁଲରେ ଚାଲିଛି ପ୍ରସ୍ତୁତି। ରାଷ୍ଟ୍ରପତିଙ୍କ ପୁରୁଣା ସ୍ମୃତିକୁ ମନେ ପକାଇବ ଏହି ସ୍କୁଲ।

author-image
Debendra Prusty
‘ସ୍କୁଲ ଆସି ପୁରୁଣା ସ୍ମୃତି ମନେ ପକାଇବେ ରାଷ୍ଟ୍ରପତି’

droupadi

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ୟୁନିଟ-୨ ବାଳିକା ବିଦ୍ୟାଳୟ ଯିବାର ବ୍ୟବସ୍ଥା କରାଯାଇଛି। ଯେଉଁ ସ୍କୁଲରେ ଦିନେ ପାଠ ପଢ଼ିଥିଲେ ସେହି ସ୍କୁଲକୁ ପରିଦର୍ଶନ କରିବେ ରାଷ୍ଟ୍ରପତି। ସେହି ନେଇ ସ୍କୁଲରେ ଚାଲିଛି ପ୍ରସ୍ତୁତି। ରାଷ୍ଟ୍ରପତିଙ୍କ ପୁରୁଣା ସ୍ମୃତିକୁ ମନେ ପକାଇବ ଏହି ସ୍କୁଲ।

Advertisment

Droupadi Murmu Unit-2 School President Of India