Advertisment

୨୦୨୦ ବ୍ୟାଚ୍‌ IASଙ୍କୁ ଭେଟିଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ୨୦୨୦ ବ୍ୟାଚର IAS ଅଧିକାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଜନସେବା ପ୍ରତି ଉତ୍ସର୍ଗୀକୃତ, ଦୁର୍ବଳ ବର୍ଗ ପ୍ରତି ସହାନୁଭୂତି ଏବଂ କରୁଣା, ସଂହତି ଏବଂ ନିରପେକ୍ଷତାର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ସରକାରୀ କର୍ମଚାରୀମାନେ ମାର୍ଗଦର୍ଶନ କରିବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

author-image
Debendra Prusty
୨୦୨୦ ବ୍ୟାଚ୍‌ IASଙ୍କୁ ଭେଟିଲେ ରାଷ୍ଟ୍ରପତି

murmu

ରାଷ୍ଟ୍ରପତି ଭବନରେ ୨୦୨୦ ବ୍ୟାଚର IAS ଅଧିକାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଜନସେବା ପ୍ରତି ଉତ୍ସର୍ଗୀକୃତ, ଦୁର୍ବଳ ବର୍ଗ ପ୍ରତି ସହାନୁଭୂତି ଏବଂ କରୁଣା, ସଂହତି ଏବଂ ନିରପେକ୍ଷତାର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ସରକାରୀ କର୍ମଚାରୀମାନେ ମାର୍ଗଦର୍ଶନ କରିବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

President Of India Droupadi Murmu 2020 Batch Ias