ସାଲ୍ୟୁଟ ରାଷ୍ଟ୍ରପତି

ରାମନାଥ କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରୀୟ ସାଲ୍ୟୁଟ ଦିଆଯାଇଛି। ଏହା ପରେ ଉଭୟେ ସେଣ୍ଟ୍ରାଲ ହଲ ଅଭିମୁଖେ ବାହାରିଛନ୍ତି।