/odisha-reporter/media/post_attachments/uploads/2021/02/maxresdefault-1.jpg)
maxresdefault
ଦେଶରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି , ରାଷ୍ଟ୍ରପତି ଶବନମଙ୍କ ଫାଶୀଦଣ୍ଡକୁ ସମର୍ଥନ କରିବା ସହିତ ରାଜକ୍ଷମା ଖାରଜ କରିବା ପରେ ଶବନମଙ୍କୁ ଫାଶୀ ଦେବା ପାଇଁ ମଥୁରା ଜେଲରେ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଶବନମଙ୍କ ପୁଅ ତାଜର ଏହି ଭିଡିଓ ଯେଉଁଥିରେ ସେ କହୁଛନ୍ତି ରାଷ୍ଟ୍ରପତି ଅଙ୍କଲ ମୋ ମା’ଙ୍କୁ କ୍ଷମା କରନ୍ତୁ .
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
