ଦେଶରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି , ରାଷ୍ଟ୍ରପତି ଶବନମଙ୍କ ଫାଶୀଦଣ୍ଡକୁ ସମର୍ଥନ କରିବା ସହିତ ରାଜକ୍ଷମା ଖାରଜ କରିବା ପରେ ଶବନମଙ୍କୁ ଫାଶୀ ଦେବା ପାଇଁ ମଥୁରା ଜେଲରେ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଶବନମଙ୍କ ପୁଅ ତାଜର ଏହି ଭିଡିଓ ଯେଉଁଥିରେ ସେ କହୁଛନ୍ତି ରାଷ୍ଟ୍ରପତି ଅଙ୍କଲ ମୋ ମା’ଙ୍କୁ କ୍ଷମା କରନ୍ତୁ .
https://www.youtube.com/watch?v=G9ftiaDV6zE