Advertisment

ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର

ଘଞ୍ଚ ଜଙ୍ଗଲ ଭିତରେ ମଞ୍ଚ। ଆଉ ମଞ୍ଚକୁ ଘେରି ରହିଛନ୍ତି ଗାଁ ଲୋକେ। ଆଉ ତାରି ଭିତରେ ଲାପଟପ୍‌ ଧରି କାମ କରୁଛନ୍ତି ଦୁଇ ଜଣ ଯୁବକ। ଏହା ହେଉଛି ଜଙ୍ଗଲ ଭିତରେ ଥିବା ଏକ ଜନସେବା କେନ୍ଦ୍ର। କନ୍ଧମାଳ ଜିଲ୍ଲା ବାଳନ୍ଦାପଡ଼ା ପଞ୍ଚାୟତ କେନ୍ଦୁଗୁଡ଼ାସାହି ନିକଟରେ ଥିବା ଜଙ୍ଗଲରେ ରହିଛି ଏହି ଜନସେବା କେନ୍ଦ୍ର ।

author-image
Jitendra Garnayak
ଅଦ୍ୟତନ ହୋଇଛି
ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଜନସେବା କେନ୍ଦ୍ର

KANDHAMAL_JANASEVA_KENDRA PKG TH

Kandhamal