ରଥ ଭଳି ଗଡୁଛି ଦୁଇ ମହଲା କୋଠା

ପଞ୍ଜାବର ଏକ ସ୍ଥାନରେ ଦୁଇ ମହଲା ବିଶିଷ୍ଟ ଏକ କୋଠା ଉପରକୁ ଉଠିଛି। ଦେଖନ୍ତୁ କିଭଳି ଆଧୁନିକ ଯନ୍ତ୍ରପାତିକୁ ବ୍ୟବହାର କରି ଘର ଟିକୁ ଉଠାଯାଇଛି।