Advertisment

ବୁଡିଲା ବଡ଼ଦାଣ୍ଡ

ପୁରୀର ପ୍ରବଳ ବର୍ଷା ଜାରୀ ରହିଛି ପୁରୀ ବଡଦାଣ୍ଡ ଉବୁଟୁବୁ। ବଡ଼ଦାଣ୍ଡରେ ଲହଡା ମାରୁଛି ପାଣି। ବଡଡାକ୍ତରଖାନା ଛକରୁ ମାର୍କେଟ ଛକ ପର୍ଯ୍ୟନ୍ତ ଯୁଆଡେ ଅନାଇବେ କେବଳ ପାଣି। ଆଣ୍ଠୁଏ ଉଚ୍ଚରେ ପାଣି। ପ୍ରବଳ ବର୍ଷ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ବର୍ଷା ଯୋଗୁଁ ସହରର ବଡ଼ଡ଼ାକ୍ତରଖାନା ଛକ, ବଳଗଣ୍ଡି, ମାର୍କେଟ ଛକ,ସହର ତଳି ଅଞ୍ଚଳ ମଗ୍ନ ହୋଇପଡିଛି। ଲଘୁଚାପ ପୂର୍ବରୁ ଏଭଳି ବର୍ଷା ଯୋଗୁଁ ସହରବାସୀ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି।

ଅଦ୍ୟତନ ହୋଇଛି
ବୁଡିଲା ବଡ଼ଦାଣ୍ଡ

badadanda

Puri Shree Mandir Grand Road Puri Bada Danda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe