page
Advertisment
ପ୍ରେମରୁ ଆରମ୍ଭ ମୃତ୍ୟୁରେ ଶେଷ। ଭଉଣୀକୁ ପ୍ରେମକରି ବାପାକୁ ଅପମାନ ଶେଷରେ ପ୍ରେମିକାର ଭାଇକୁ ଗୁଳିକଲା ପ୍ରେମିକ। ଆରମ୍ଭ ହେଲା ଆଉ ଏକ ପ୍ରେମ ପ୍ରତାରଣାର କାହାଣୀ। ସିଂହଦ୍ୱାର ଥାନାରେ ଜହ୍ଲାଦ ପ୍ରେମିକ। ମଙ୍ଗଳବାର ପୁରୀ ଶ୍ରୀମନ୍ଦିର ନିକଟରେ ଗୁଳିମାଡ଼ ଘଟଣାରେ ନୂଆ ଟ୍ଵିଷ୍ଟ। ପୂରା ଘଟଣାର ସୂତ୍ର ପ୍ରେମ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/page-12.jpg)