/odisha-reporter/media/post_attachments/uploads/2022/03/page-8.jpg)
page
ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ଘଟଣାରେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଦୁଇ ମୁଖ୍ୟ ଷଡଯନ୍ତ୍ରକାରୀ ଗିରଫ । ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପାଇଁ ମାସେ ଆଗରୁ ପ୍ରସ୍ତୁତ ହୋଇଥିଲା ବ୍ଲ୍ୟୁ ପ୍ରିଣ୍ଟ । ହୋଟେଲରେ ଦୁଇ ଦୁଇ ଥର ବସି କରିଥିଲେ ମାଷ୍ଟର ପ୍ଲାନ ।
Advertisment
/odisha-reporter/media/post_attachments/uploads/2022/03/page-8.jpg)
page