ଫସିଗଲେ ନା ଫସାଇଦେଲେ ?

ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୋଲିସର ଚାଲ । ଫସେଇ ଦେଲେକି ନୀରିହ ଲୋକକୁ ? ଜେଟିପିଙ୍କୁ ଘଣ୍ଟ ଘୋଡେଇଲେ କାହିଁକି?ରାତି ୧୧ ଟା ୨୦ ମିନିଟରେ ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ମନ୍ଦିର ବନ୍ଦ ହେଲା । ମନ୍ଦିର ଭିତରେ ଅଭିଯୁକ୍ତ ଗାରଦ ପାଖକୁ ଯିବା ଆସିବା କରୁଥିଲା ।