କାହିଁକି ଅତର୍କିତ ବିଦା ହେଲେ ସୁଧାଂଶୁ ?

୧୯୯୦ ବ୍ୟାଚ୍ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ତେବେ କାହିଁକି ଟ୍ୱିନ୍ ସିଟିରେ ବଦଳିଲେ ସିପି ଏହା ପଛରେ କିଛି ନିର୍ଦ୍ଦିଷ୍ଟ କିଛି ଉଦ୍ଦେଶ୍ୟ ନାହିଁ ତ ?ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ କାହିଁକି ଅତର୍କିତ ବିଦା ହେଲେ ସୁଧାଂଶୁ ?

maxresdefault (4)

Manasi Mohapatra
  • Published: Wednesday, 10 March 2021
  • , Updated: 10 March 2021, 03:08 PM IST

୧୯୯୦ ବ୍ୟାଚ୍ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ତେବେ କାହିଁକି ଟ୍ୱିନ୍ ସିଟିରେ ବଦଳିଲେ ସିପି ଏହା ପଛରେ କିଛି ନିର୍ଦ୍ଦିଷ୍ଟ କିଛି ଉଦ୍ଦେଶ୍ୟ ନାହିଁ ତ ?ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ କାହିଁକି ଅତର୍କିତ ବିଦା ହେଲେ ସୁଧାଂଶୁ ?

https://www.youtube.com/watch?v=tLMrmibi2pc

Related story