ବ୍ରହ୍ମପୁରରେ ସାଂଘାତିକ ରାଗିଂ!

ବ୍ରହ୍ମପୁରର ଏକ କଲେଜରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ସିନିୟର ଛାତ୍ର ରାଗିଙ୍ଗ କରୁଥିବା ଭିଡିଓ ଭାଇରାଲ ହେଇଛି। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏସପି।