ପ୍ରଶାନ୍ତ ଜଗଦ୍ଦେବଙ୍କ ଆରୋପ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ରଘୁ ସାହୁ

ପ୍ରଶାନ୍ତ ଜଗଦ୍ଦେବଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ବିଧାୟକ ରଘୁ ସାହୁ କହିଛନ୍ତି, ଦ୍ୱାପର ଯୁଗରେ ଦୁର୍ଯ୍ୟୋଧନ ଅଧର୍ମରେ ଥିଲେ। ପାଣ୍ଡବ ଧର୍ମରେ ଥିଲେ। କଳି ଯୁଗରେ ଦୁର୍ଯ୍ୟୋଧନ ଧର୍ମରେ ଅଛନ୍ତି ଓ ପାଣ୍ଡବ ଅଧର୍ମରେ ଅଛନ୍ତି। ମୁଁ ହେଉଛି କଳି ଯୁଗର ଦୁର୍ଯ୍ୟୋଧନ। ତ୍ରେତୟାରେ ରାମ ୧୪ ବର୍ଷ ବନବାସ ଯାଇଥିଲେ। କଳି ଯୁଗରେ ରାମ ୩ ବର୍ଷ ବନବାସ ଯାଇ ଫେରି ଆସିଲେ। ସେତେବଳକୁ ମାଙ୍କଡ ଏ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। […]

Manoj Swain
  • Published: Sunday, 15 January 2023
  • Updated: 16 January 2023, 01:33 PM IST

Sports

Latest News

ପ୍ରଶାନ୍ତ ଜଗଦ୍ଦେବଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ ବିଧାୟକ ରଘୁ ସାହୁ କହିଛନ୍ତି, ଦ୍ୱାପର ଯୁଗରେ ଦୁର୍ଯ୍ୟୋଧନ ଅଧର୍ମରେ ଥିଲେ। ପାଣ୍ଡବ ଧର୍ମରେ ଥିଲେ। କଳି ଯୁଗରେ ଦୁର୍ଯ୍ୟୋଧନ ଧର୍ମରେ ଅଛନ୍ତି ଓ ପାଣ୍ଡବ ଅଧର୍ମରେ ଅଛନ୍ତି। ମୁଁ ହେଉଛି କଳି ଯୁଗର ଦୁର୍ଯ୍ୟୋଧନ। ତ୍ରେତୟାରେ ରାମ ୧୪ ବର୍ଷ ବନବାସ ଯାଇଥିଲେ। କଳି ଯୁଗରେ ରାମ ୩ ବର୍ଷ ବନବାସ ଯାଇ ଫେରି ଆସିଲେ। ସେତେବଳକୁ ମାଙ୍କଡ ଏ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି। ତାକୁ ସଜାଡ଼ିବାକୁ ପଡ଼ିବ। ତେଣୁ ଆଗାମୀ ଦିନରେ କ’ଣ ହେଉଛି, ତାହା ସମୟ କହିବ।

https://youtu.be/O9UX02tq7ck

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story