Advertisment

ରାହୁଲ ଧରିବେ ଡୋର!

ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, କିଏ ଧରିବେ କଂଗ୍ରେସ ମଙ୍ଗ ସେନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି। ରାଜସ୍ଥାନ ଏବଂ ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି ତରଫରୁ ରାହୁଲ ଗାନ୍ଧିଙ୍କୁ ସଭାପତି କରାଯିବା ନେଇ ସର୍ବ ସମ୍ମତ ପ୍ରସ୍ତାବ ପାରିତ ହୋଇଛି। ବର୍ତ୍ତମାନ ଦୁର୍ଦ୍ଦିନ ସମୟରେ କେବଳ ଗାନ୍ଧି ପରିବାରର ଲୋକ ଦଳ ସମ୍ଭାଳିପାରିବେ ବୋଲି ଏଥିରେ କୁହାଯାଇଛି।

ରାହୁଲ ଧରିବେ ଡୋର!

rahul

Rahul Gandhi Congress President Post Congress Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe