/odisha-reporter/media/post_attachments/uploads/2022/05/page-9.jpg)
page
ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୁପ ଧାରଣା କରିଛି। ଯୁଆଡେ ଚାଲିଲେ ଖାଲି ପାଣି ଆଉ ପାଣି। ଗାଁ, ରାସ୍ତା, ଟ୍ରେନ୍ ଲାଇନ୍ ସବୁ କିଛି ବୁଡ଼ି ଯାଇଛି। କେଉଁଠି ଭାସିଛି ଟ୍ରେନ୍, କେଉଁଠି ବୁଡ଼ିଛି ଘର ଆଉ କେଉଁଠି ଭାସି ଯାଇଛି ହାତୀ । ପ୍ରକୃତିର କରାଳ ରୂପ କେତେ ଭୟଙ୍କର ହୋଇପାରେ ଏହି ଦୃଶ୍ୟ ହିଁ ବୟାନ କରୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
