Advertisment

କାଳ ସାଜିଲା କାଳବୈଶାଖୀ

ହଠାତ ଭୟଙ୍କର ରୂପରେ ମାଡିଆସିଲା କାଳବୈଶାଖି । ମାତ୍ର କେଇ ମୁହୂର୍ତ୍ତରେ ଝଡତୋଫାନ ସବୁକିଛି ଛାରଖାର କରିଦେଲା । ଘର ଭିତରେ ପାଣିକୁ ..ବରକନ୍ୟାଙ୍କ ପାଇଁ ହୋଇଥିବା ଡେକୋରେସନ ସବୁ ଉଡାଇ ନେଇଥିଲା ..ରନ୍ଧା ଖାଦ୍ୟ କଥା ତ ନକହିବା ଭଲ ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମନୁପାଲି ଗାଁରେ ।

author-image
Pujarani Nayak
କାଳ ସାଜିଲା କାଳବୈଶାଖୀ

page

ହଠାତ ଭୟଙ୍କର ରୂପରେ ମାଡିଆସିଲା କାଳବୈଶାଖି । ମାତ୍ର କେଇ ମୁହୂର୍ତ୍ତରେ ଝଡତୋଫାନ ସବୁକିଛି ଛାରଖାର କରିଦେଲା । ଘର ଭିତରେ ପାଣିକୁ ..ବରକନ୍ୟାଙ୍କ ପାଇଁ ହୋଇଥିବା ଡେକୋରେସନ ସବୁ ଉଡାଇ ନେଇଥିଲା ..ରନ୍ଧା ଖାଦ୍ୟ କଥା ତ ନକହିବା ଭଲ ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମନୁପାଲି ଗାଁରେ ।

Advertisment

Odisha Reporter Balangir