Advertisment

ଅବନ୍ତୀଙ୍କ ଉପରେ ଝୁଲୁଛି ରାଜୁଙ୍କ ଖଣ୍ଡା!

ଧାମନଗର ଉପ-ନିର୍ବାଚନ ଫଳାଫଳରେ ବିଜେଡି ଶିବିର ଛାନିଆ। ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସଙ୍କ ଗୋଟି ଚାଳନାରେ ବିଜେଡି ପରେ ବିଜେଡିକୁ ପୁଣି ଏକ ଶକ୍ତ ଧକ୍କା ଲାଗି ପରେ ବୋଲି ଚର୍ଚ୍ଚା ଚାଲିଛି। ଏଥର ଦଳରୁ ବିତାଡ଼ିତ ହୋଇଥିବା ରାଜୁଙ୍କ ଟାର୍ଗେଟ୍‌ରେ ହୋଇପାରନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ। କାରଣ ତାଙ୍କୁ ରାଜେନ୍ଦ୍ର ଦାସ ହିଁ ଏହି ଅଧ୍ୟକ୍ଷା କରାଇଥିଲେ।

author-image
Debendra Prusty
ଅବନ୍ତୀଙ୍କ ଉପରେ ଝୁଲୁଛି ରାଜୁଙ୍କ ଖଣ୍ଡା!

abanti das

ଧାମନଗର ଉପ-ନିର୍ବାଚନ ଫଳାଫଳରେ ବିଜେଡି ଶିବିର ଛାନିଆ। ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସଙ୍କ ଗୋଟି ଚାଳନାରେ ବିଜେଡି ପରେ ବିଜେଡିକୁ ପୁଣି ଏକ ଶକ୍ତ ଧକ୍କା ଲାଗି ପରେ ବୋଲି ଚର୍ଚ୍ଚା ଚାଲିଛି। ଏଥର ଦଳରୁ ବିତାଡ଼ିତ ହୋଇଥିବା ରାଜୁଙ୍କ ଟାର୍ଗେଟ୍‌ରେ ହୋଇପାରନ୍ତି ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ। କାରଣ ତାଙ୍କୁ ରାଜେନ୍ଦ୍ର ଦାସ ହିଁ ଏହି ଅଧ୍ୟକ୍ଷା କରାଇଥିଲେ।

Advertisment

Rajendra Das Dhamnagar Abanti Das