Advertisment

ରାଜୁ ଭରିବେ ନମାଙ୍କନ, ଚାପରେ ବବି?

ବିଜେଡିରେ ବିସ୍ଫୋରଣ। ଅନ୍ତଃକନ୍ଦଳ ନେଲାଣିକୁ ବିସ୍ଫୋରଣର ରୂପ। ଧାମନଗର ପାଇଁ ଦଳ ସ୍ଥିର କଲା ଅବନ୍ତୀ ଦାସଙ୍କୁ। ଅବନ୍ତୀଙ୍କ ପ୍ରାର୍ଥିତ୍ୱକୁ ଚାହୁଁ ନାହାଁନ୍ତି ଧାମନଗର ବିଜେଡିର ନେତା। ଦଳ ନିଜ ଷ୍ଟାଇଲରେ ପ୍ରାର୍ଥୀ ଲଦିଦେବାକୁ ନେଇ ହେଲାଣି ବିଦ୍ରୋହ। ଭାଙ୍ଗି ପଡ଼ିଲେଣି କର୍ମୀ, ଭାଙ୍ଗି ପଡ଼ିଲାଣି ତାଙ୍କ ମନୋବଳ। ଶେଷରେ ଚର୍ଚ୍ଚା ଜୋର ଧରିଛି ବିଜେଡି ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ଭରିବେ ନାମାଙ୍କନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe