Advertisment

‘ରାଜୁ ମୋର ଭଲ ବନ୍ଧୁ’

ଆମର ନିଶ୍ଚିତ ଭାବେ କିଛି ଭୁଲ ରହିଛି ଯେଉଁଥି ପାଇଁ ଆମେ ଧାମନଗରରେ ପରାଜୟ ହେଇଛୁ। ହେଲେ ଆଜି ବି ମୋର ରାଜୁ ଦାସଙ୍କ ସହ ବ୍ୟକ୍ତିଗତ ଭାବେ ବହୁତ୍ ଭଲ ସମ୍ପର୍କ ଅଛି। ପୂର୍ବରୁ ଥିଲା, ଏବେ ବି ଅଛି, ଆଗକୁ ବି ଭଲ ସମ୍ପର୍କ ରହିବ। ପରାଜୟ ନେଇ ସମୀକ୍ଷା ହେବାର ଆବଶ୍ୟକତା ରହିଛି। ରାଜୁ ଦାସ ଦଳର ଯେହେତୁ ପୁରୁଣା ଲୋକ ଥିଲେ ତେଣୁ ତାଙ୍କର ପ୍ରଭାବ ନିଶ୍ଚିତ ଭାବେ ରହିଛି ବୋଲି […]

‘ରାଜୁ ମୋର ଭଲ ବନ୍ଧୁ’

bishnubrata

Advertisment

ଆମର ନିଶ୍ଚିତ ଭାବେ କିଛି ଭୁଲ ରହିଛି ଯେଉଁଥି ପାଇଁ ଆମେ ଧାମନଗରରେ ପରାଜୟ ହେଇଛୁ। ହେଲେ ଆଜି ବି ମୋର ରାଜୁ ଦାସଙ୍କ ସହ ବ୍ୟକ୍ତିଗତ ଭାବେ ବହୁତ୍ ଭଲ ସମ୍ପର୍କ ଅଛି। ପୂର୍ବରୁ ଥିଲା, ଏବେ ବି ଅଛି, ଆଗକୁ ବି ଭଲ ସମ୍ପର୍କ ରହିବ। ପରାଜୟ ନେଇ ସମୀକ୍ଷା ହେବାର ଆବଶ୍ୟକତା ରହିଛି। ରାଜୁ ଦାସ ଦଳର ଯେହେତୁ ପୁରୁଣା ଲୋକ ଥିଲେ ତେଣୁ ତାଙ୍କର ପ୍ରଭାବ ନିଶ୍ଚିତ ଭାବେ ରହିଛି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ।

Advertisment

BjD Bishnubrata Routray Dhamnagar Raju Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe