Advertisment

ପୋଲ ଉପରେ ବସିଥିଲେ ଗରୁଡ

ଆପଣ କେବେ ଭଗବାନ ବିଷ୍ଣୁଙ୍କ ବାହାନ ଗରୁଡ଼ ପକ୍ଷୀଙ୍କୁ ଦେଖିଛନ୍ତି କି ! ଦେଖିବା ତ ଦୁରର କଥା ସ୍ବପ୍ନ ରେ ବି ଭାବି ନଥିବେ କି ଏଭଳି ବିରଳ ଗରୁଡ଼ ପକ୍ଷୀଙ୍କ ଦର୍ଶନ ମିଳିବ ବୋଲି । କଟକ ଜଗତପୁର ବିରୁପା ବ୍ୟାରେଜ୍ ପାଖରୁ ଏକ ବିରଳ ଜାତୀର ପକ୍ଷୀକୁ ଲୋକେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି ।

ଅଦ୍ୟତନ ହୋଇଛି
ପୋଲ ଉପରେ ବସିଥିଲେ ଗରୁଡ

maxresdefault (1)

Advertisment

ଆପଣ କେବେ ଭଗବାନ ବିଷ୍ଣୁଙ୍କ ବାହାନ ଗରୁଡ଼ ପକ୍ଷୀଙ୍କୁ ଦେଖିଛନ୍ତି କି ! ଦେଖିବା ତ ଦୁରର କଥା ସ୍ବପ୍ନ ରେ ବି ଭାବି ନଥିବେ କି ଏଭଳି ବିରଳ ଗରୁଡ଼ ପକ୍ଷୀଙ୍କ ଦର୍ଶନ ମିଳିବ ବୋଲି । କଟକ ଜଗତପୁର ବିରୁପା ବ୍ୟାରେଜ୍ ପାଖରୁ ଏକ ବିରଳ ଜାତୀର ପକ୍ଷୀକୁ ଲୋକେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି ।

Advertisment

Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe