Advertisment

ପୁଅରେ ତୋର ବି ଦିନକାଳ ଆସୁଛି!

ଆପଣ ଏ ବ୍ୟକ୍ତିଙ୍କୁ ଚିହ୍ନିପାରୁଛନ୍ତି ତ? ଯିଏ ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରନ୍ତି। ତାଙ୍କୁ କିଏ ବା ଚିହ୍ନିପାରିବେନି! ସେ ଆଉ କେହି ନୁହଁନ୍ତି, ଯାତ୍ରା କମେଡିଆନ ବା ହାସ୍ୟ ଅଭିନେତା ରସରାଜ ମଣିଭଦ୍ର। ଯିଏ ଦିନେ ମୁହଁରେ ପାଉଡର ବୋଳି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲେ ସିଏ ଆଜି ଦୁଃଖର ଦରିଆରେ ଭାସୁଛନ୍ତି।

author-image
Debendra Prusty
ପୁଅରେ ତୋର ବି ଦିନକାଳ ଆସୁଛି!

manibhadra

ଆପଣ ଏ ବ୍ୟକ୍ତିଙ୍କୁ ଚିହ୍ନିପାରୁଛନ୍ତି ତ? ଯିଏ ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରନ୍ତି। ତାଙ୍କୁ କିଏ ବା ଚିହ୍ନିପାରିବେନି! ସେ ଆଉ କେହି ନୁହଁନ୍ତି, ଯାତ୍ରା କମେଡିଆନ ବା ହାସ୍ୟ ଅଭିନେତା ରସରାଜ ମଣିଭଦ୍ର। ଯିଏ ଦିନେ ମୁହଁରେ ପାଉଡର ବୋଳି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲେ ସିଏ ଆଜି ଦୁଃଖର ଦରିଆରେ ଭାସୁଛନ୍ତି।

Advertisment

Manibhadra Biswal Jatra Artiste Opera Comedian