Advertisment

ପରାଗରେ ବିରିୟାନି ମାଡ଼

ଗୋଟିଏ ପଟେ ଆଂଶିକ ସୂର୍ଯ୍ୟ ପରାଗ ଅନ୍ୟପଟେ ଚାଲିଥିଲା ବିରିୟାନି ମାଡ଼। ଥାଳିରେ ବିରିୟାନି ଧରି ଖାଉଥିଲେ ଲୋକେ। ପୁରା କାଳରୁ ଚାଲି ଆସିଥିବା ଅବୈଜ୍ଞାନିକ ପରମ୍ପରା କହି ପରାଗରେ ବିରିୟାନି ଖାଇଥିଲେ ଭୁବନେଶ୍ୱରରେ ଥିବା କେତେକ ହେତୁବାଦୀ।

author-image
Debendra Prusty
ପରାଗରେ ବିରିୟାନି ମାଡ଼

biriyani

ଗୋଟିଏ ପଟେ ଆଂଶିକ ସୂର୍ଯ୍ୟ ପରାଗ ଅନ୍ୟପଟେ ଚାଲିଥିଲା ବିରିୟାନି ମାଡ଼। ଥାଳିରେ ବିରିୟାନି ଧରି ଖାଉଥିଲେ ଲୋକେ। ପୁରା କାଳରୁ ଚାଲି ଆସିଥିବା ଅବୈଜ୍ଞାନିକ ପରମ୍ପରା କହି ପରାଗରେ ବିରିୟାନି ଖାଇଥିଲେ ଭୁବନେଶ୍ୱରରେ ଥିବା କେତେକ ହେତୁବାଦୀ।

Advertisment

Solar Eclipse Biriyani Rationalist