Advertisment
ଆର୍ମି ଅଫିସର ଭାବେ ଅବସର ନେଲା ପରେ ପୁଣି ଗଢିଛନ୍ତି ନୂଆ କ୍ୟାରିୟର । ହସରେ ଫଟାଉଛନ୍ତି ମଞ୍ଚ । ସବୁବେଳେ ନେଗେଟିଭ୍ କ୍ୟାରେକ୍ଟର । କେତେବେଳେ ରାବଣ ତ ପୁଣି କେତେବେଳେ ଜଳନ୍ଧର । ଏଭଳି ଜଣେ ଯୋଦ୍ଧା ହେଉଛନ୍ତି ବୌଦ୍ଧ ଜିଲ୍ଲା ପଲସାଗୋରା ଅଂଚଳର ମନୋଜ କୁମାର ମାହାନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/ravan-e1671003852221.jpg)