କାମ ନ କଲେ ଦରମା ବନ୍ଦ

ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା, ଜିଲ୍ଲାପାଳ ହେବ ତ ଏମିତି। ଦୀର୍ଘଦିନରୁ ରାୟଗଡ଼ା କାଶିପୁର ଅଞ୍ଚଳର ହିତାଧିକାରୀମାନେ ଦହସିଲଦାରଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି।