ବେଡ଼ି ଉପରେ କୋରଡ଼ା ମାଡ଼

ଆପଣଙ୍କ ପୁରୁଣା ଗାଡ଼ି ପୂରା ଫିଟ୍‌ ଅଛି। ଏଣୁ ସ୍କ୍ରାପିଂ ପଲିସିରୁ ବାଦ୍‌ ପଡ଼ିଯିବେ ଭାବି ଖୁସି ହେଉଛନ୍ତି କି? ହେଲେ ତାହା ସେତେଟା ସହଜ ନୁହେଁ । ପୁରୁଣା ଗାଡ଼ି ଚଲାଇବାକୁ ହେଲେ, ଆପଣଙ୍କୁ ଗଣିବାକୁ ପଡ଼ିବ ମୋଟା ସବୁଜ ଟିକସ । ରାଜ୍ୟଗୁଡ଼ିକୁ ଏମିତି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର ।