/odisha-reporter/media/post_attachments/uploads/2021/11/maxresdefault-20.jpg)
maxresdefault (20)
ଇଏ ହେଉଛି ସ୍ମାର୍ଟ ସ୍କୁଲ । ଯିଏ କି ପିଲାଙ୍କୁ କରିବ ସ୍ମାର୍ଟ । ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ 5ଟିର ପ୍ରୟୋଗଶାଳା । ହେଲେ ୟେ କଣ, ଉଦଘାଟନ ସରିଲାଣି ହେଲେ ଘର ପ୍ଲାଷ୍ଟର ଚାଲିଛି । ବାହାରୁ ଦେଖିଲେ ଏଠାରେ ସ୍କୁଲ ଅଛି ବୋଲି ବୁଝାପଡୁନି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
