ସ୍ମାର୍ଟ ସ୍କୁଲର ଅସଲ ସତ

ଇଏ ହେଉଛି ସ୍ମାର୍ଟ ସ୍କୁଲ । ଯିଏ କି ପିଲାଙ୍କୁ କରିବ ସ୍ମାର୍ଟ । ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ 5ଟିର ପ୍ରୟୋଗଶାଳା । ହେଲେ ୟେ କଣ, ଉଦଘାଟନ ସରିଲାଣି ହେଲେ ଘର ପ୍ଲାଷ୍ଟର ଚାଲିଛି । ବାହାରୁ ଦେଖିଲେ ଏଠାରେ ସ୍କୁଲ ଅଛି ବୋଲି ବୁଝାପଡୁନି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି ।

maxresdefault (20)

Manasi Mohapatra
  • Published: Tuesday, 23 November 2021
  • , Updated: 23 November 2021, 05:21 PM IST

ଇଏ ହେଉଛି ସ୍ମାର୍ଟ ସ୍କୁଲ । ଯିଏ କି ପିଲାଙ୍କୁ କରିବ ସ୍ମାର୍ଟ । ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ 5ଟିର ପ୍ରୟୋଗଶାଳା । ହେଲେ ୟେ କଣ, ଉଦଘାଟନ ସରିଲାଣି ହେଲେ ଘର ପ୍ଲାଷ୍ଟର ଚାଲିଛି । ବାହାରୁ ଦେଖିଲେ ଏଠାରେ ସ୍କୁଲ ଅଛି ବୋଲି ବୁଝାପଡୁନି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି ।

https://www.youtube.com/watch?v=JDfZ5HwELBA

Related story