Advertisment

ଶିବସେନାରେ ବିଦ୍ରୋହ

ଘର ଢିଙ୍କି ସାଜିଲା କୁମ୍ଭୀର। ମହାରାଷ୍ଟ୍ରରେ ଶିବସେନା ଦୁଇ ଫାଳ। ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ତାଙ୍କ ସହିତ 10ରୁ 12 ବିଧାୟକଙ୍କ ପତ୍ତା ମିଳୁନି। ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶିବସେନା ବିଧାୟକ କ୍ରସଭୋଟିଂ କରିଥିବା ନଜରକୁ ଆସିଥିଲା।

author-image
Debendra Prusty
ଶିବସେନାରେ ବିଦ୍ରୋହ

sivsena

ଘର ଢିଙ୍କି ସାଜିଲା କୁମ୍ଭୀର। ମହାରାଷ୍ଟ୍ରରେ ଶିବସେନା ଦୁଇ ଫାଳ। ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ତାଙ୍କ ସହିତ 10ରୁ 12 ବିଧାୟକଙ୍କ ପତ୍ତା ମିଳୁନି। ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶିବସେନା ବିଧାୟକ କ୍ରସଭୋଟିଂ କରିଥିବା ନଜରକୁ ଆସିଥିଲା।

Advertisment

Rebellion In Sivsena Crisis In Uddhav Thackeray Govt