Advertisment

ଶିବସେନାରେ ବିଦ୍ରୋହ

ଘର ଢିଙ୍କି ସାଜିଲା କୁମ୍ଭୀର। ମହାରାଷ୍ଟ୍ରରେ ଶିବସେନା ଦୁଇ ଫାଳ। ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। ତାଙ୍କ ସହିତ 10ରୁ 12 ବିଧାୟକଙ୍କ ପତ୍ତା ମିଳୁନି। ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶିବସେନା ବିଧାୟକ କ୍ରସଭୋଟିଂ କରିଥିବା ନଜରକୁ ଆସିଥିଲା।

ଶିବସେନାରେ ବିଦ୍ରୋହ

sivsena

Crisis In Uddhav Thackeray Govt Rebellion In Sivsena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe