‘ବିଜେଡିରେ ବିଦ୍ରୋହର ସ୍ୱର’

”ସଞ୍ଜୟଙ୍କ କଥାରେ ଦମ ଅଛି। ବିଜେଡି ଭିତରେ ବୋମା ଫୁଟି ପାରେ। ସଞ୍ଜୟ ବହୁ ସାହସରେ ବୟାନ ଦେଇଛନ୍ତି। ତାଙ୍କ ବୟାନକୁ ବହୁ ନେତା ସମର୍ଥନ କରୁଛନ୍ତି”। ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ନେତା।