Advertisment

ଦବ ଯଦି ଦିଅ, ନ ହେଲେ ମନା କରିଦିଅ

ଆଣ୍ଠେଇ ଆଣ୍ଠେଇ ବାଟ ଚାଲୁଛନ୍ତି, ସଳଖି ଛିଡ଼ା ହେବା ପାଇଁ ଅଣ୍ଟାରେ ବଳ ନାହିଁ। ମାତ୍ର ପାଞ୍ଚ ଶହ ଟଙ୍କା ପାଇଁ ଦୀର୍ଘ ୬ ମାସ ହେଲା ସେ ଦହଗଞ୍ଜ ହେଉଛନ୍ତି। ବିଡିଓ କହୁଛନ୍ତି, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ ହୋଇଛି। ଭିନ୍ନକ୍ଷମ ବ୍ୟକ୍ତି ଜଣଙ୍କ ବ୍ୟାଙ୍କ ଦୁଆରେ ଦୀର୍ଘ ସମୟ ଗୋଡ଼ ଭାଙ୍ଗି ଛିଡ଼ା ହେବା ପରେ ବ୍ୟାଙ୍କ କର୍ମଚାରୀ କହୁଛନ୍ତି, ନାହିଁ, ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିନି। କେନ୍ଦୁଝର ଜିଲ୍ଲା, ହାଟଡିହି ବ୍ଲକ ସମଣା […]

author-image
Debendra Prusty
ଦବ ଯଦି ଦିଅ, ନ ହେଲେ ମନା କରିଦିଅ

pension

ଆଣ୍ଠେଇ ଆଣ୍ଠେଇ ବାଟ ଚାଲୁଛନ୍ତି, ସଳଖି ଛିଡ଼ା ହେବା ପାଇଁ ଅଣ୍ଟାରେ ବଳ ନାହିଁ। ମାତ୍ର ପାଞ୍ଚ ଶହ ଟଙ୍କା ପାଇଁ ଦୀର୍ଘ ୬ ମାସ ହେଲା ସେ ଦହଗଞ୍ଜ ହେଉଛନ୍ତି। ବିଡିଓ କହୁଛନ୍ତି, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ ହୋଇଛି। ଭିନ୍ନକ୍ଷମ ବ୍ୟକ୍ତି ଜଣଙ୍କ ବ୍ୟାଙ୍କ ଦୁଆରେ ଦୀର୍ଘ ସମୟ ଗୋଡ଼ ଭାଙ୍ଗି ଛିଡ଼ା ହେବା ପରେ ବ୍ୟାଙ୍କ କର୍ମଚାରୀ କହୁଛନ୍ତି, ନାହିଁ, ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିନି। କେନ୍ଦୁଝର ଜିଲ୍ଲା, ହାଟଡିହି ବ୍ଲକ ସମଣା ପଞ୍ଚାୟତର ହିତାଧିକାରୀମାନେ ଗୁହାରି କରି ଥକି ପଡ଼ିଲେଣି ତଥାପି କେହି ସେମାନଙ୍କ ଦୁଃଖ ଶୁଣୁନାହାନ୍ତି।

Advertisment

Disable Pension Social Assistance Hatadihi Pension Torture