Advertisment

ଏମିତି ଥିଲେ କଟାକ୍ଷର କିଶୋର

କେଇ ଧାଡ଼ି ଲେଖା, ଆଉ ଗୋଟିଏ ବ୍ୟଙ୍ଗ ଚିତ୍ର। ବାସ୍, ପ୍ରସଙ୍ଗକୁ ବର୍ଣ୍ଣନା କରିବା ପାଇଁ ଥିଲା ଯଥେଷ୍ଟ। କଥାରେ କଥାରେ କଟାକ୍ଷ କରୁଥିବା କଟାକ୍ଷ ମଣିଷ କିଶୋର ଆଉ ନାହାଁନ୍ତି। ଓଡିଶାର ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର ରଥଙ୍କର ୫୮ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ସେ ଏକାଧାରାରେ ବ୍ୟଙ୍ଗ ଚିତ୍ରକର, ଚିତ୍ରଶିଳ୍ପୀ ଏବଂ କବି, ଭାବରେ ବେଶ ଜଣାଶୁଣା ।

ଏମିତି ଥିଲେ କଟାକ୍ଷର କିଶୋର

hqdefault (4) (1)

Advertisment

କେଇ ଧାଡ଼ି ଲେଖା, ଆଉ ଗୋଟିଏ ବ୍ୟଙ୍ଗ ଚିତ୍ର। ବାସ୍, ପ୍ରସଙ୍ଗକୁ ବର୍ଣ୍ଣନା କରିବା ପାଇଁ ଥିଲା ଯଥେଷ୍ଟ। କଥାରେ କଥାରେ କଟାକ୍ଷ କରୁଥିବା କଟାକ୍ଷ ମଣିଷ କିଶୋର ଆଉ ନାହାଁନ୍ତି। ଓଡିଶାର ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର ରଥଙ୍କର ୫୮ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ସେ ଏକାଧାରାରେ ବ୍ୟଙ୍ଗ ଚିତ୍ରକର, ଚିତ୍ରଶିଳ୍ପୀ ଏବଂ କବି, ଭାବରେ ବେଶ ଜଣାଶୁଣା ।

Advertisment

Odisha Odisha Reporter Ksihor Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe