‘ଗୋଡ଼ ତଳେ ପଡି ପଡି ଛିଣ୍ଡିଗଲାଣି ମୁଣ୍ଡ’

ପରିଶ୍ରମର ପ୍ରତିଦାନ କଣ ଏୟା। ଦୀର୍ଘ 10 ବର୍ଷ ଧରି ନିଷ୍ଠାର ସହ କାମ କଲେ। କାମ ସରିବା ପରେ ଏବେ ଯୁବତୀଙ୍କୁ ଠକି ଦେଲେ । ଏତେ ବଡ ଦୁନିଆରେ ଏକୁଟିଆ ବଞ୍ଚୁଥିବା ମଣିଷଟି ଆଜି ସମସ୍ତଙ୍କ ପାଇଁ ଅଲୋଡା ହୋଇପଡିଛନ୍ତି।