Advertisment

ଥରିଉଠିଲା ମାଟି ଫାଟିଗଲା ଘର ବାହାରିଲେ ଠାକୁର

ଅଲୌକିକ କୁହନ୍ତୁ କି ଚମତ୍କାର, ବେଳେବେଳେ ଆଖି ସାମ୍ନାକୁ ଏମିତି କିଛି ଦୃଶ୍ୟ ଆସୁଛି ଯାହା ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ଆଉ ଭାବିବେ ସତରେ କଣ ଏହା ସମ୍ଭବ ? ଏ ଦୃଶ୍ୟ ଦେଖନ୍ତୁ .. ଘରର ମାଲିକଙ୍କୁ ସ୍ୱପ୍ନାଦେଶ ହେଲା ଆଉ ତାପରେ ସେ ନିଜ ଘରକୁ ଖୋଳି ପକାଇଥିଲେ। ପରେ ଗୋଟିଏ ନୁହଁ କି ଦୁଇଟି, ମାଟିତଳୁ ବାହାରିଥିଲା ପ୍ରାୟ ୧୪ଟି ପିତଳ ମୂର୍ତ୍ତି । କଟକ ଜଲ୍ଲା […]

ଥରିଉଠିଲା ମାଟି ଫାଟିଗଲା ଘର ବାହାରିଲେ ଠାକୁର

page

Advertisment

ଅଲୌକିକ କୁହନ୍ତୁ କି ଚମତ୍କାର, ବେଳେବେଳେ ଆଖି ସାମ୍ନାକୁ ଏମିତି କିଛି ଦୃଶ୍ୟ ଆସୁଛି ଯାହା ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ଆଉ ଭାବିବେ ସତରେ କଣ ଏହା ସମ୍ଭବ ? ଏ ଦୃଶ୍ୟ ଦେଖନ୍ତୁ .. ଘରର ମାଲିକଙ୍କୁ ସ୍ୱପ୍ନାଦେଶ ହେଲା ଆଉ ତାପରେ ସେ ନିଜ ଘରକୁ ଖୋଳି ପକାଇଥିଲେ। ପରେ ଗୋଟିଏ ନୁହଁ କି ଦୁଇଟି, ମାଟିତଳୁ ବାହାରିଥିଲା ପ୍ରାୟ ୧୪ଟି ପିତଳ ମୂର୍ତ୍ତି । କଟକ ଜଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ଏହି ୧୪ଟି ପିତ୍ତ୍ଳ ମୂର୍ତ୍ତି ଉଦ୍ଧାର ହୋଇଛି ।

Advertisment

Odisha Reporter Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe