ଭାସିଗଲା ଟାଣ ଟାଣ

ବନ୍ୟା ଜଳରେ ଭାସିଗଲା କା। ଏଦୃଶ୍ୟ ହେଉଛି ଘଣ୍ଟିଖାଲ ନିଧିପୁର ଅଞ୍ଚଳର। ରାସ୍ତାରେ କାରଟି ଯିବା ବେଳେ ଭାସିଯାଇଥିଲା। କାରରେ ଥିବା ୪ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।