ଭାରତୀୟ ବଂଶୋଦ୍ଭବ ହେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ?

ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବ୍ରିଟେନ୍ ର ପ୍ରଧାନମନ୍ତ୍ରୀ? ଋଷି ସୁନାକ୍ ହୋଇପାରନ୍ତି ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ? ବ୍ରିଟେନକୁ ଶାସନ କରିପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବ।