ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇ ମାରିଦେଲେ?

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା। ପ୍ରେମିକା ରିୟା ଚକ୍ରବର୍ତ୍ତୀ ଯୋଗାଉଥିଲେ ଡ୍ରଗ୍ସ। ରିୟାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନସିବି। ସୁଶାନ୍ତଙ୍କୁ ଡ୍ରଗଆଡିକ୍ଟ କରିଥିବା ସନ୍ଦେହ।