Advertisment

ଓଡ଼ିଆଙ୍କୁ ଲଲିପପ୍ !

୨୦ ବର୍ଷ ମଧ୍ୟରେ ରାଜ୍ୟର ସରକାରୀ ସ୍କୁଲ ବ୍ୟବସ୍ଥା ଉନ୍ନତି ପରିବର୍ତ୍ତେ ଅବନତି ଘଟିଛି। ଛତୁ ଫୁଟିଲା ଭଳି ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିଛି। ଓଡିଆ ମାଧ୍ୟମ ସ୍କୁଲଗୁଡିକରେ ପିଲା ହେଉନଥିବା ଦର୍ଶାଇ କେତେକକୁ ରାଜ୍ୟ ସରକାର ବନ୍ଦ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ଚଳିତ ବର୍ଷର ଶେଷ କ୍ୟାବିନେଟରେ ଲୋକମାନଙ୍କୁ ଏକ ଲଲିପପ୍ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe