‘ରୁଚିକାକୁ ନ୍ୟାୟ ମିଳୁ, କଲେଜକୁ ବଦନାମ କରା ନଯାଉ’

ବିଜେବି କଲେଜ ସମ୍ମୁଖରେ ରୁଚିକାଙ୍କ ପାଇଁ ଧାରଣା ବସିବାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ବିଜେବି କଲେଜର କେତେ ଜଣ ଛାତ୍ର ଛାତ୍ରୀ। ରୁଚିକାଙ୍କୁ ନ୍ୟାୟ ମିଳୁ କିନ୍ତୁ କଲେଜକୁ ବଦନାମ ନ କରାଯାଉ ବୋଲି କହିଛନ୍ତି ଜଣେ ଛାତ୍ର।