ଦେଶ news ‘ରୁଚିକାକୁ ନ୍ୟାୟ ମିଳୁ, କଲେଜକୁ ବଦନାମ କରା ନଯାଉ’ ବିଜେବି କଲେଜ ସମ୍ମୁଖରେ ରୁଚିକାଙ୍କ ପାଇଁ ଧାରଣା ବସିବାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ବିଜେବି କଲେଜର କେତେ ଜଣ ଛାତ୍ର ଛାତ୍ରୀ। ରୁଚିକାଙ୍କୁ ନ୍ୟାୟ ମିଳୁ କିନ୍ତୁ କଲେଜକୁ ବଦନାମ ନ କରାଯାଉ ବୋଲି କହିଛନ୍ତି ଜଣେ ଛାତ୍ର। Debendra Prusty 12 Jul 2022 10:09 IST bjbବିଜେବି କଲେଜ ସମ୍ମୁଖରେ ରୁଚିକାଙ୍କ ପାଇଁ ଧାରଣା ବସିବାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ବିଜେବି କଲେଜର କେତେ ଜଣ ଛାତ୍ର ଛାତ୍ରୀ। ରୁଚିକାଙ୍କୁ ନ୍ୟାୟ ମିଳୁ କିନ୍ତୁ କଲେଜକୁ ବଦନାମ ନ କରାଯାଉ ବୋଲି କହିଛନ୍ତି ଜଣେ ଛାତ୍ର।Advertisment Ruchika Suicide Case Bjb College Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ