Advertisment

ପାନ ଗୁଟଖା ବିକିଲେ ୫ ହଜାର ଫାଇନ୍

ଓମଫେଡ୍ ବୁଥ ପାଇଁ କଡ଼ା ନିୟମ। ଓମଫେଡ୍ ବୁଥଗୁଡ଼ିକରେ କେବଳ ଓମଫେଡ୍ ପ୍ରଡକ୍ଟ ବିକ୍ରି କରାଯିବ। ଏହାଛଡ଼ା ଆଉ କୌଣସି ସାମଗ୍ରୀ ବିକ୍ରି ହୋଇପାରିବ ନାହିଁ, ବିକିଲେ ଜୋରିମାନା।

author-image
Debendra Prusty
ପାନ ଗୁଟଖା ବିକିଲେ ୫ ହଜାର ଫାଇନ୍

omfed

ଓମଫେଡ୍ ବୁଥ ପାଇଁ କଡ଼ା ନିୟମ। ଓମଫେଡ୍ ବୁଥଗୁଡ଼ିକରେ କେବଳ ଓମଫେଡ୍ ପ୍ରଡକ୍ଟ ବିକ୍ରି କରାଯିବ। ଏହାଛଡ଼ା ଆଉ କୌଣସି ସାମଗ୍ରୀ ବିକ୍ରି ହୋଇପାରିବ ନାହିଁ, ବିକିଲେ ଜୋରିମାନା।

Advertisment

OMFED Guthkha Omfed Booths Fine