Advertisment

‘ପଶିଗଲେ ଆମେ କଣ ଛାଡ଼ିଦେବୁ?’

୨୦୨୪ରେ ପାରାଦୀପ-ଏରସମାରୁ କିଏ ହେବେ ବିଜେଡି ପ୍ରାର୍ଥୀ? ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟ ନା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ବରିଷ୍ଠ ନେତା ଦାମୋଦରଙ୍କ ଗଡ଼କୁ ଏବେ ତାଙ୍କ ପୁଅ ନିଜ ପାଖରେ ରଖିଛନ୍ତି। ହେଲେ ନୂଆବର୍ଷ ଅବସରରେ କଟକର ପରାଜିତ ନେତା ଦେବାଶିଷ ସାମନ୍ତରାୟ ଏଠାରେ ଆସି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ୨୦୨୪ରେ ବୋଧହୁଏ ଦେବାଶିଷ ଏଠାକୁ ଆସିପାରନ୍ତି। ହେଲେ ସମ୍ବିତ ତାଙ୍କୁ ଗଡ଼ […]

author-image
Debendra Prusty
‘ପଶିଗଲେ ଆମେ କଣ ଛାଡ଼ିଦେବୁ?’

bapi

୨୦୨୪ରେ ପାରାଦୀପ-ଏରସମାରୁ କିଏ ହେବେ ବିଜେଡି ପ୍ରାର୍ଥୀ? ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟ ନା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ବରିଷ୍ଠ ନେତା ଦାମୋଦରଙ୍କ ଗଡ଼କୁ ଏବେ ତାଙ୍କ ପୁଅ ନିଜ ପାଖରେ ରଖିଛନ୍ତି। ହେଲେ ନୂଆବର୍ଷ ଅବସରରେ କଟକର ପରାଜିତ ନେତା ଦେବାଶିଷ ସାମନ୍ତରାୟ ଏଠାରେ ଆସି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ୨୦୨୪ରେ ବୋଧହୁଏ ଦେବାଶିଷ ଏଠାକୁ ଆସିପାରନ୍ତି। ହେଲେ ସମ୍ବିତ ତାଙ୍କୁ ଗଡ଼ ଛାଡ଼ିବେ ତ?

Advertisment

Naveen Patnaik BjD Paradip Port