ବାପାକୁ ଶିକୁଳିରେ ବାନ୍ଧୁଛି ଝିଅ

ଖଗେନଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଲଦି ହୋଇଯାଇଛି। ଦିନ ମଜୁରିଆ ଭାବେ କାମ କରୁଥିବା ଖଗେନ ଏବେ ମାନସିକ ବିକୃତ ରୋଗୀ। ଘର ଲୋକେ ତାଙ୍କୁ ଘର ଆଗରେ ଶିକୁଳିରେ ବାନ୍ଧି ରଖୁଛନ୍ତି।