Advertisment

କ୍ୟାଟଙ୍କ ମ୍ୟାରେଜରେ ସଲମାନ ଆବସେଣ୍ଟ୍

ଖୁବ୍ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ବଲିଉଡ ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ। ଏବେ ଯେଉଁଠି ଦେଖିବ ସେଇଠି ଭିକି ଏବଂ କ୍ୟାଟଙ୍କ ମ୍ୟାରେଜକୁ ନେଇ ଚର୍ଚ୍ଚା। ଏହାରି ଭିତରେ ଏହି ଗ୍ରାଣ୍ଡ ମ୍ୟାରେଜର ପ୍ରିପାରେସନ୍ ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ଚାଲିଛି ।

ଅଦ୍ୟତନ ହୋଇଛି
କ୍ୟାଟଙ୍କ ମ୍ୟାରେଜରେ ସଲମାନ ଆବସେଣ୍ଟ୍

maxresdefault (5) (1)

Advertisment

ଖୁବ୍ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ବଲିଉଡ ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ। ଏବେ ଯେଉଁଠି ଦେଖିବ ସେଇଠି ଭିକି ଏବଂ କ୍ୟାଟଙ୍କ ମ୍ୟାରେଜକୁ ନେଇ ଚର୍ଚ୍ଚା। ଏହାରି ଭିତରେ ଏହି ଗ୍ରାଣ୍ଡ ମ୍ୟାରେଜର ପ୍ରିପାରେସନ୍ ମଧ୍ୟ ଖୁବ୍ ଧୁମ୍‌ଧାମ୍‌ରେ ଚାଲିଛି ।

Advertisment

Odisha Odisha Reporter Bollywood Salman Khan Katrina Kaif
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe