Advertisment

ବାବୁ କିଛି ଭିକ ଦିଅ, ମୁଁ ତୁମ ସରପଞ୍ଚ!

ଇଏ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏହା କେଉଁ ସାଧାରଣ ବ୍ୟକ୍ତି ନୁହଁନ୍ତି। କେନ୍ଦ୍ରାପଡ଼ାଡା ଜିଲ୍ଲା ରାଜକନିକା ବ୍ଲକ ପେଗରପଡ଼ା ପଞ୍ଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ। ସାଥିରେ ଅଛନ୍ତି ସମିତି ସଭ୍ୟ। ଘରକୁ ଘର ବୁଲି ବ୍ୟାଗଟିଏ ଧରି ଭିକ ମାଗି ବାହାରିଛନ୍ତି। ଆପଣ ଭାବୁଥିବେ ଏମିତି କଣ ହେଲା ଯେ ସରପଞ୍ଚଙ୍କୁ ଭିକ ମାଗିବାକୁ ପଡୁଛି। ଦେଖନ୍ତୁ ରିପୋର୍ଟ।

ବାବୁ କିଛି ଭିକ ଦିଅ, ମୁଁ ତୁମ ସରପଞ୍ଚ!

beggar sarapanch

Advertisment

ଇଏ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏହା କେଉଁ ସାଧାରଣ ବ୍ୟକ୍ତି ନୁହଁନ୍ତି। କେନ୍ଦ୍ରାପଡ଼ାଡା ଜିଲ୍ଲା ରାଜକନିକା ବ୍ଲକ ପେଗରପଡ଼ା ପଞ୍ଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ମଲ୍ଲିକ। ସାଥିରେ ଅଛନ୍ତି ସମିତି ସଭ୍ୟ। ଘରକୁ ଘର ବୁଲି ବ୍ୟାଗଟିଏ ଧରି ଭିକ ମାଗି ବାହାରିଛନ୍ତି। ଆପଣ ଭାବୁଥିବେ ଏମିତି କଣ ହେଲା ଯେ ସରପଞ୍ଚଙ୍କୁ ଭିକ ମାଗିବାକୁ ପଡୁଛି। ଦେଖନ୍ତୁ ରିପୋର୍ଟ।

Advertisment

Beggar Sarapanch Begging For Village Road Odisha Panchayatiraj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe